ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ ପୁରୀ ଆଜି କାଳୀୟଦଳନ ବେଶରେ ଦର୍ଶନ ଦେବେ ଶ୍ରୀଜୀଉ August 23, 2022 ପୁରୀ : ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଠାରୁ ଶ୍ରୀମନ୍ଦିରରେ ଚାଲିଛି ଶ୍ରୀକୃଷ୍ଣ ଲୀଳା। ଶ୍ରୀକୃଷ୍ଣ ଅବତାର ରେ ଘଟିଥିବା ପ୍ରତ୍ୟେକ ଦିବ୍ୟ ଲୀଳାକୁ ଅତି ସୁନ୍ଦର ଭାବରେ ଏବଂ ପାରମ୍ପରିକ ରୀତିରେ ଏଠାରେ ପାଳନ କରାଯାଉଛି।... Read More