ଉପକନିଷ୍ଠ ଖୋ-ଖୋ ପ୍ରତିଯୋଗୀତା : ବାଳିକା ବର୍ଗରେ ଛାନୁଆ ଓ ବାଳକ ବର୍ଗରେ ମହାବୀର ଉଚ୍ଚବିଦ୍ୟାଳୟ ଚମ୍ପିୟାନ ଖେଳ ବାଲେଶ୍ୱର ଉପକନିଷ୍ଠ ଖୋ-ଖୋ ପ୍ରତିଯୋଗୀତା : ବାଳିକା ବର୍ଗରେ ଛାନୁଆ ଓ ବାଳକ ବର୍ଗରେ ମହାବୀର ଉଚ୍ଚବିଦ୍ୟାଳୟ ଚମ୍ପିୟାନ September 18, 2022 ବାଲେଶ୍ୱର : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘର ଆନୁକୂଲ୍ୟରେ ସ୍ଥାନୀୟ ଖ୍ରୀଷ୍ଟିୟାନ ଉଚ୍ଚ ବିଦ୍ୟାଳୟ ଖୋ-ଖୋ ପଡ଼ିଆରେ ଉପକନିଷ୍ଠ ଖୋ-ଖୋ (୧୪ ବର୍ଷରୁ କମ୍) ବାଳିକାବାଳକମାନଙ୍କର ବାର୍ଷିକ ପ୍ରତିଯୋଗୀତା ହୋଇଯାଇଛି । ଏହି ପ୍ରତିଯୋଗୀତାରେ... Read More