‘ରୋଜଗାର ମେଳା’କୁ ‘ଜୁମଲା କିଙ୍ଗ୍’ କହି କଟାକ୍ଷ କଲା କଂଗ୍ରେସ ଦେଶ-ବିଦେଶ ରାଜନୀତି ‘ରୋଜଗାର ମେଳା’କୁ ‘ଜୁମଲା କିଙ୍ଗ୍’ କହି କଟାକ୍ଷ କଲା କଂଗ୍ରେସ October 22, 2022 ନୂଆଦିଲ୍ଲୀ: କଂଗ୍ରେସ ଦଳ ଶନିବାର କେନ୍ଦ୍ର ସରକାରଙ୍କ ‘ରୋଜଗାର ମେଳା’କୁ ନେଇ କଟାକ୍ଷ କରିଛି । କଂଗ୍ରେସ କହିଛି, ଏହା ରୋଜଗାର ମେଳା ନୁହେଁ ବରଂ ‘ଜୁମଲା କିଙ୍ଗ୍’ ଙ୍କ ଇଭେଣ୍ଟବାଜି । କେନ୍ଦ୍ରର... Read More