ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପରେ ଆଇପିଏସସ୍ତରରେ ଅଦଳବଦଳ ! ବଦଳିଲେ ଝାରସୁଗୁଡ଼ା ଏସପି, ପରମାର ସ୍ମିତ ନୂଆ ଏସପି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ହତ୍ୟା ପରେ ଆଇପିଏସସ୍ତରରେ ଅଦଳବଦଳ ! ବଦଳିଲେ ଝାରସୁଗୁଡ଼ା ଏସପି, ପରମାର ସ୍ମିତ ନୂଆ ଏସପି January 31, 2023 ଭୁବନେଶ୍ୱର : ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ା ଏସପିଙ୍କୁ ରାହୁଲ ଜୈନଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ପରମାର ସ୍ମିତଙ୍କୁ ଝାରସୁଗୁଡ଼ାର ନୂଆ... Read More