ଜଲ୍ଲିକଟୁ କ୍ରୀଡ଼ାକୁ ସବୁଜ ସଙ୍କେତ, ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଲେ ସୁପ୍ରିମକୋର୍ଟ ଦେଶ-ବିଦେଶ ଜଲ୍ଲିକଟୁ କ୍ରୀଡ଼ାକୁ ସବୁଜ ସଙ୍କେତ, ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଲେ ସୁପ୍ରିମକୋର୍ଟ May 19, 2023 ନୂଆଦିଲ୍ଲୀ: ତାମିଲନାଡୁର ପାରମ୍ପରିକ ଜଲ୍ଲିକଟୁ କ୍ରୀଡ଼ାକୁ ମିଳିଛି ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ । ଏନେଇ ତାମିଲନାଡୁ ସରକାରଙ୍କ ଆଇନକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଜଲ୍ଲିକଟୁ କ୍ରୀଡ଼ା ସଂକ୍ରାନ୍ତ ଆଇନର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ... Read More