ରେଳଯାତ୍ରୀଙ୍କ ପାଇଁ ସୂଚନା : ଆଜିଠୁ ଚାଲିବ ହାଓଡ଼ା – ଭଦ୍ରକ ସ୍ୱତନ୍ତ୍ର ଟ୍ରେନ୍ ରାଜ୍ୟ ରେଳଯାତ୍ରୀଙ୍କ ପାଇଁ ସୂଚନା : ଆଜିଠୁ ଚାଲିବ ହାଓଡ଼ା – ଭଦ୍ରକ ସ୍ୱତନ୍ତ୍ର ଟ୍ରେନ୍ November 9, 2021 ଭୁବନେଶ୍ୱର : ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ହାଓଡ଼ା ଓ ଭଦ୍ରକ ମଧ୍ୟରେ ଆଜି ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତି ନିଆଯାଇଅଛି । ୦୮୦୪୩ ହାଓଡ଼ା ଓ ଭଦ୍ରକ... Read More