ଐତିହ୍ୟସ୍ଥଳୀ ଗୁଡ଼ିକୁ ଲିଜ୍ ଦେବା ଖବର ମିଥ୍ୟା ଓ ମନଗଢ଼ା : ପିଆଇବି ଦେଶ-ବିଦେଶ ଐତିହ୍ୟସ୍ଥଳୀ ଗୁଡ଼ିକୁ ଲିଜ୍ ଦେବା ଖବର ମିଥ୍ୟା ଓ ମନଗଢ଼ା : ପିଆଇବି April 5, 2021 ନୂଆଦିଲ୍ଲୀ : ଦେଶର ୧୦୦ଐତିହ୍ୟ ସ୍ଥଳୀକୁ କେନ୍ଦ୍ରସରକାର ଲିଜ୍ ଦେବେ ବୋଲି କେତେକ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଖଣ୍ଡନ କରାଯାଇଛି । ପିଆଇବି ପକ୍ଷରୁ ଏହା ଏକ ମିଥ୍ୟା ଓ ମନଗଢ଼ା ଖବର... Read More