ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ଅଗ୍ନିକାଣ୍ଡ : ଉପର ମହଲାରୁ ଡେଇଁ ୮ ମୃତ, ୬ ଗୁରୁତର ଦେଶ-ବିଦେଶ ଇଲେକ୍ଟ୍ରିକ୍ ବାଇକ୍ ଶୋ’ରୁମରେ ଅଗ୍ନିକାଣ୍ଡ : ଉପର ମହଲାରୁ ଡେଇଁ ୮ ମୃତ, ୬ ଗୁରୁତର September 13, 2022 ହାଇଦ୍ରାବାଦ : ହାଇଦ୍ରାବାଦର ସିକନ୍ଦରାବାଦର ଏକ କୋଠାରେ ଏକ ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର... Read More