ଜିଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା : ୧୨୦୧୬ଟି ଏସ୍ଏଚ୍ଜିକୁ ୩୦୫.୭୦ କୋଟି ଟଙ୍କା ପ୍ରଦାନ ବାଲେଶ୍ୱର ଜିଲାସ୍ତରୀୟ ମିଶନ ଶକ୍ତି ଋଣ ମେଳା : ୧୨୦୧୬ଟି ଏସ୍ଏଚ୍ଜିକୁ ୩୦୫.୭୦ କୋଟି ଟଙ୍କା ପ୍ରଦାନ October 5, 2021 ବାଲେଶ୍ୱର : ବାଲେଶ୍ୱର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲା ପ୍ରଶାସନ ତରଫରୁ ସୋମବାର ଜିଲାପାଳ ତଥା ମିଶନ ଶକ୍ତି ଜିଲା ନିର୍ଦ୍ଦେଶକ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ମିଶନ ଶକ୍ତି ଋଣ... Read More