ଧବଳେଶ୍ବର ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି, ତଦନ୍ତ ଆରମ୍ଭ ବଲାଙ୍ଗୀର ଧବଳେଶ୍ବର ଶିବ ମନ୍ଦିର ହୁଣ୍ଡି ଭାଙ୍ଗି ଚୋରି, ତଦନ୍ତ ଆରମ୍ଭ March 2, 2023 ବଲାଙ୍ଗୀର : ବଲାଙ୍ଗୀର ଜିଲା ଟିଟିଲାଗଡ ସହରର କୁମୁଡାପାହାଡ଼ ଗୁମ୍ଫାରେ ଥିବା ଧବଳେଶ୍ବର ଶିବ ମନ୍ଦିରର ହୁଣ୍ଡି ଭାଙ୍ଗି ଚୋରି ହୋଇଛି । ଦୁର୍ବୃତ୍ତମାନେ ମଧ୍ୟରାତ୍ରୀରେ ଦାନବାକ୍ସ ଚୋରି କରି ନେଇଛନ୍ତି । ଘଟଣାସ୍ଥଳରେ... Read More