ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର ଖୋର୍ଦ୍ଧା ଚିଲିକା କୂଳରୁ ମୃତ ଡଲଫିନ୍ ଉଦ୍ଧାର June 14, 2022 ବାଲୁଗାଁ : ଆଜି ବାଲୁଗାଁ ନିକଟ କଳିଯୁଗେଶ୍ୱର ପାହାଡ଼ ପାଦଦେଶ ଚିଲିକା କୂଳରୁ ଏକ ମୃତ ଡଲଫିନ୍ ମିଳିଛି। ସ୍ଥାନୀୟ କିଛି ଯୁବକ ସେଠାରେ ଭୋଜି କରୁଥିବାବେଳେ ଏହି ମୃତ ଡଲଫିନକୁ ଦେଖିଥିଲେ। ପରେ... Read More