ଆମ ରୋଷେଇ – ଡାଲ୍ ପନିର୍ ମସଲା ରୋଷେଇ ଆମ ରୋଷେଇ – ଡାଲ୍ ପନିର୍ ମସଲା November 11, 2022 ପ୍ରଥମେ ମୁଗଡାଲିରେ ହଳଦୀ ଓ ଲୁଣ ପକାଇ ଭଲ ଭାବେ ସିଝାଇ ରଖନ୍ତୁ। ପନିର୍କୁ ଛୋଟ ଛୋଟ ଖଣ୍ଡ କରି କାଟି ରଖନ୍ତୁ। ଏହା ପରେ ଚୁଲାରେ କଡ଼େଇ ବସାଇ ବଟର ଦିଅନ୍ତୁ। ଆବଶ୍ୟକ... Read More