ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ସମ୍ବର୍ଦ୍ଧିତ କଲେ ପୋଲିସ ମହାନିର୍ଦ୍ଦେଶକ ରାଉରକେଲା ମୃତ କୋଭିଡ ଯୋଦ୍ଧାଙ୍କ ପରିବାରକୁ ସମ୍ବର୍ଦ୍ଧିତ କଲେ ପୋଲିସ ମହାନିର୍ଦ୍ଦେଶକ August 30, 2021 ରାଉରକେଲା: ପ୍ରଶଂସନୀୟ ସେବା ପ୍ରଦାନ କରିଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ କୋଭିଡ୍ରେ ମୃତ୍ୟୁବରଣ କରିଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ସ୍ଥାନୀୟ ସିଭିକ୍... Read More