ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କୋଭିଡ ସାମଗ୍ରୀ ସହ ସାନିଟାଇଜର ପୋଡ଼ି ପାଉଁଶ ରାଜ୍ୟ ସରକାରୀ ଔଷଧ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, କୋଭିଡ ସାମଗ୍ରୀ ସହ ସାନିଟାଇଜର ପୋଡ଼ି ପାଉଁଶ July 10, 2023 ଭୁବନେଶ୍ୱର : ମଞ୍ଚେଶ୍ୱରରେ ସରକାରୀ ଔଷଧ ଗୋଦାମରେ ଗତ ରବିବାର ଅଗ୍ନିକାଣ୍ଡ ଘଟିଛି । ଏଥିରେ ସଂପୂର୍ଣ୍ଣ ଜଳିଯାଇଛି ରାଜ୍ୟ ଔଷଧ ନିଗମର ଗୋଦାମ । ଗୋଦାମରେ କୋଭିଡ ସାମଗ୍ରୀ ସହ ସାନିଟାଇଜର ଥିବାରୁ... Read More