ହଷ୍ଟେଲରେ ଝିଅକୁ ଦୀପାବଳି ମିଠା ଦେଇ ଫେରିବା ବେଳେ ଅଘଟଣ : ଟ୍ରକ ଧକ୍କାରେ ଦମ୍ପତ୍ତି ମୃତ ଝାରସୁଗୁଡ଼ା ହଷ୍ଟେଲରେ ଝିଅକୁ ଦୀପାବଳି ମିଠା ଦେଇ ଫେରିବା ବେଳେ ଅଘଟଣ : ଟ୍ରକ ଧକ୍କାରେ ଦମ୍ପତ୍ତି ମୃତ November 4, 2021 ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ସାହସବଗା ଛକରେ ମର୍ମନ୍ତୁଦ ଦୁର୍ଘଟଣା। ବାଇକରେ ଆସୁଥିବା ଦମ୍ପତ୍ତିଙ୍କ ଉପରେ ଚଢ଼ିଗଲା ଦ୍ରୁତଗାମୀ ଟ୍ରକ। ଦୁର୍ଘଟଣାରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ... Read More