ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଦର୍ଜୀ କାମ ଅନୁକୂଳ ପୁରୀ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଦର୍ଜୀ କାମ ଅନୁକୂଳ April 20, 2022 ପୁରୀ : ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ଦର୍ଜୀ ସର୍ଦ୍ଦାର ପ୍ରକାଶ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଦର୍ଜୀ କାମ ଅନୁକୂଳ ହୋଇଛି । ମହାପ୍ରସାଦ, ଶ୍ରୀଫଳ ଓ ଦୀପ ଧୂପ... Read More