ଆଜି ଠାରୁ ଓଡ଼ିଶା ପୋଲିସର ଜରୁରିକାଳୀନ ସହାୟତା ନମ୍ବର ୧୧୨ ରାଜ୍ୟ ଆଜି ଠାରୁ ଓଡ଼ିଶା ପୋଲିସର ଜରୁରିକାଳୀନ ସହାୟତା ନମ୍ବର ୧୧୨ August 24, 2021 ଭୁବନେଶ୍ୱର : ଓଡ଼ିଶା ପୋଲିସର ଜରୁରିକାଳୀନ ସହାୟତା ଟେଲିଫୋନ ନମ୍ବର ୧୧୨ ଆଜି ଠାରୁ କାର୍ଯ୍ୟକାରୀ କରାଯାଇଛି । ପୂର୍ବରୁ ରାଜ୍ୟବାସୀ ଜରୁରୀ ଆବଶ୍ୟକତା ସମୟରେ ପୋଲିସ ସହାୟତା ପାଇଁ ‘୧୦୦’କୁ ଡାଏଲ କରୁଥିଲେ।... Read More