ବାଲେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ୮୦ ଲକ୍ଷ ଟଙ୍କା ବ୍ୟୟରେ ଉଜ୍ବଳ ଆଲୋକ ବ୍ୟବସ୍ଥାର ଶୁଭାରମ୍ଭ କଲେ ୨ ବିଧାୟକ ବାଲେଶ୍ୱର ବାଲେଶ୍ୱରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପହାର : ୮୦ ଲକ୍ଷ ଟଙ୍କା ବ୍ୟୟରେ ଉଜ୍ବଳ ଆଲୋକ ବ୍ୟବସ୍ଥାର ଶୁଭାରମ୍ଭ କଲେ ୨ ବିଧାୟକ October 15, 2021 ବାଲେଶ୍ୱର : ବାଲେଶ୍ୱର ଉପ-ନିର୍ବାଚନରେ ଦେଇଥିବା ପ୍ରତିଶୃତି ପୂରଣ କରୁଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଲେଶ୍ୱର ସହରକୁ ମୁଖ୍ୟ ପ୍ରବେଶ ପଥ ତଥା ତାମୂଳିଆରୁ କୁରୁଡ଼ା ଏବଂ ଭୀମପୁରାରୁ ବାଲେଶ୍ୱର ବସଷ୍ଟାଣ୍ଡ... Read More