ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ମଧ୍ୟରେ ଏହି କ୍ରିକେଟରଙ୍କ ମାତୃବିୟୋଗ, ସମ୍ମାନ ଜଣାଇ ହାତରେ କଳାପଟି ବାନ୍ଧିଲା ପୂରା ଦଳ ଖେଳ ବର୍ଡର ଗାଭାସ୍କର ଟେଷ୍ଟ ସିରିଜ ମଧ୍ୟରେ ଏହି କ୍ରିକେଟରଙ୍କ ମାତୃବିୟୋଗ, ସମ୍ମାନ ଜଣାଇ ହାତରେ କଳାପଟି ବାନ୍ଧିଲା ପୂରା ଦଳ March 10, 2023 ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଅଷ୍ଟ୍ରେଲିଆ ଟେଷ୍ଟ ଅଧିନାୟକ ପ୍ୟାଟ କମିନ୍ସଙ୍କ ମା’ଆ’ ମାରିଆ କମିନ୍ସଙ୍କ ଦେହାନ୍ତ ହୋଇଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ... Read More