ବାତ୍ୟା ‘ଜୱାତ’ : ହେଲ୍ପ ଲାଇନ୍ ନମ୍ୱର ଜାରି କଲା ବିଏମ୍ସି ଭୁବନେଶ୍ୱର ବାତ୍ୟା ‘ଜୱାତ’ : ହେଲ୍ପ ଲାଇନ୍ ନମ୍ୱର ଜାରି କଲା ବିଏମ୍ସି December 4, 2021 ଭୁବନେଶ୍ୱର : ମାଡ଼ି ଆସୁଛି ବାତ୍ୟା ‘ଜୱାତ’। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ବାତ୍ୟାର... Read More