ପାକିସ୍ତାନର ଲାହୋରରେ ବିସ୍ଫୋରଣ : ୩ ମୃତ, ୨୦ ଆହତ ଦେଶ-ବିଦେଶ ପାକିସ୍ତାନର ଲାହୋରରେ ବିସ୍ଫୋରଣ : ୩ ମୃତ, ୨୦ ଆହତ January 20, 2022 ଲାହୋର: ପାକିସ୍ତାନର ଲାହୋର ସହରରେ ଗୁରୁବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଲାହୋରର ଜନଗହଳି ଅନାରକଲି ଅଞ୍ଚଳରେ ହୋଇଥିବା ଏହି ବିସ୍ଫୋରଣରେ ଅତିକମରେ ୨୦ ଜଣ ଆହତ ହୋଇଛନ୍ତି।... Read More