ବିଜୟ ମହାପାତ୍ରଙ୍କ ପୈତୃକ ବାସଭବନରେ ଅଗ୍ନିକାଣ୍ଡ କେନ୍ଦ୍ରାପଡ଼ା ବିଜୟ ମହାପାତ୍ରଙ୍କ ପୈତୃକ ବାସଭବନରେ ଅଗ୍ନିକାଣ୍ଡ November 15, 2022 କେନ୍ଦ୍ରାପଡ଼ା : ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଘରେ ଅଗ୍ନିକାଣ୍ଡ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ତଳକୁସୁମାରେ ଥିବା ପୈତୃକ ଘରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି ।... Read More