ଚେକ ବାଉନ୍ସ ମାମଲାରେ ଫସିଲେ ଅଭିନେତ୍ରୀ ଅମିଷା ପଟେଲ, ୱାରେଣ୍ଟ ଜାରି ଦେଶ-ବିଦେଶ ମନୋରଞ୍ଜନ ଚେକ ବାଉନ୍ସ ମାମଲାରେ ଫସିଲେ ଅଭିନେତ୍ରୀ ଅମିଷା ପଟେଲ, ୱାରେଣ୍ଟ ଜାରି December 1, 2021 ଭୋପାଳ : ଗିରଫ ହୋଇପାରନ୍ତି ବଲିଉଡ ଅଭିନେତ୍ରୀ ଆମିଷା ପଟେଲ। ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସର ଷ୍ଟାର ପ୍ରଚାରକ ଥିବା ଅମିଷାଙ୍କ ବିରୋଧରେ କୋର୍ଟ ଗିରଫ ପରୱାନା ଜାରି କରିଛନ୍ତି। ଭୋପାଳ ଜିଲ୍ଲା... Read More