ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ ରାୟଗଡ଼ା ମହୁମାଛି ଆକ୍ରମଣରେ ବୃଦ୍ଧ ମୃତ August 29, 2021 ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କୁମୁଡିବାଲି ପଞ୍ଚାୟତ ଯୁଗାପଦର ଗାଁରେ ଏକ ଅଘଟଣ ଘଟି ଯାଇଛି । ମହୁମାଛି ଆକ୍ରମଣରେ କଲୋରୀ ସାରକା (୭୦)ଙ୍କର ମୃତ୍ୟୁ ହୋଇଛି । ସୂଚନା ଯେ,... Read More