ବଡ଼ଚଣା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଆହତ ଯାଜପୁର ବଡ଼ଚଣା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ, ୨୦ରୁ ଅଧିକ ଆହତ May 8, 2022 ଯାଜପୁର : ଯାଜପୁର ଜିଲା ବଡ଼ଚଣା ୧୬ ନମ୍ବର ଜାତୀୟ ରାଜପଥରେ ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥର ପ୍ରାୟ ୨୦ ଫୁଟ୍ ତଳକୁ ଖସି ଯାଇଥିଲା। ଏଥିରେ... Read More