ବ୍ରହ୍ମପୁର ବଡ଼ବଜାରରେ ଭୟାବହ ଅଗ୍ନିକାଣ୍ଡ, ୪୦ ଲକ୍ଷ ଟଙ୍କାର ପୂଜା ସାମଗ୍ରୀ ପୋଡ଼ି ନଷ୍ଟ ବ୍ରହ୍ମପୁର ବ୍ରହ୍ମପୁର ବଡ଼ବଜାରରେ ଭୟାବହ ଅଗ୍ନିକାଣ୍ଡ, ୪୦ ଲକ୍ଷ ଟଙ୍କାର ପୂଜା ସାମଗ୍ରୀ ପୋଡ଼ି ନଷ୍ଟ August 21, 2023 ବ୍ରହ୍ମପୁର: ବ୍ରହ୍ମପୁର ବଡ଼ବଜାରରେ ସୋମବାର ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସମୟରେ ଭୟାବହ ଅଗ୍ନିକାଣ୍ଡ । ଖାସ୍ପା ସାହିରେ ଥିବା ଦେବଦର୍ଶନ ପୂଜା ଭଣ୍ଡାରରେ ନିଆଁ ଲାଗି ପ୍ରାୟ ୪୦ ଲକ୍ଷ ଟଙ୍କାର ପୂଜା... Read More