ଧବଳେଶ୍ୱର ପୀଠରେ ବଡ଼ଓଷା ପାଳିତ; ଲାଗିଲା ପ୍ରସିଦ୍ଧ ଗଜଭୋଗ ଓ ତରଣ କଟକ ଧବଳେଶ୍ୱର ପୀଠରେ ବଡ଼ଓଷା ପାଳିତ; ଲାଗିଲା ପ୍ରସିଦ୍ଧ ଗଜଭୋଗ ଓ ତରଣ November 7, 2022 ଆଠଗଡ଼ : ପବିତ୍ର ଧବଳେଶ୍ୱରଙ୍କ ପୀଠରେ ବଡ଼ଓଷା ପାଳିତ ହୋଇଛି । ଧବଳେଶ୍ୱରଙ୍କ ପାଖରେ ଲାଗି ହେଲା ପ୍ରସିଦ୍ଧ ଗଜଭୋଗ ଓ ତରଣ । ପୂଜକ ସମାଜ ପକ୍ଷରୁ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇ ମଧ୍ୟରାତ୍ରିରେ... Read More