ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ୨ ମୃତ ରାଉରକେଲା ଅଟୋ-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା, ୨ ମୃତ June 7, 2022 ରାଉରକେଲା : ସୁନ୍ଦରଗଡର ଲହୁଣୀପଡା ପୋଇ ଗ୍ରାମ ନିକଟରେ ଅଟୋ- ଆମ୍ବୁଲାନ୍ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତ ହୋଇଛନ୍ତି... Read More