ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ଘୋଷଣା : ଫେରିଲେ ୱାର୍ଣ୍ଣର ଓ ସ୍ମିଥ୍ ଖେଳ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ଘୋଷଣା : ଫେରିଲେ ୱାର୍ଣ୍ଣର ଓ ସ୍ମିଥ୍ August 20, 2021 ସିଡନୀ: ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ୧୫ ଜଣିଆ ଅଷ୍ଟ୍ରେଲିଆ ଦଳର ଘୋଷଣା କରାଯାଇଛି । ବାଂଲାଦେଶରେ ଲଜ୍ଜାଜନକ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଟପ୍ ଖେଳାଳିଙ୍କୁ ସ୍କ୍ୱାଡରେ ସାମିଲ୍ କରିଛି ।... Read More