ଟଙ୍କା ନ ବାହାରିବାରୁ ଏଟିଏମ ମେସିନ ନେଇ ଗଲେ ଦୁର୍ବୃତ୍ତ ଅପରାଧ ଭୁବନେଶ୍ୱର ଟଙ୍କା ନ ବାହାରିବାରୁ ଏଟିଏମ ମେସିନ ନେଇ ଗଲେ ଦୁର୍ବୃତ୍ତ April 5, 2022 ଭୁବନେଶ୍ୱର : ଶିଶୁପାଳଗଡ଼ ଇନ୍ଦିରା କଲୋନୀରେ ଏଟିଏମକୁ ଟେକି ନେଲେ ଦୁର୍ବୃତ୍ତ। ରାଜଧାନୀ ଭୁବନେଶ୍ୱରରେ ଏମିତି ଘଟଣା ଆଗରୁ କେବେ ବି ସାମ୍ନାକୁ ଆସିନଥିଲା। ଏଟିଏମର ଓଜନ ପାଖାପାଖି ୩କୁଇଣ୍ଟାଲ ହେବ । ସେପଟେ... Read More