ଅମେଠିରେ ଏକେ-୨୦୩ ରାଇଫଲ୍ ନିର୍ମାଣ ପାଇଁ ୫,୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ଦେଶ-ବିଦେଶ ଅମେଠିରେ ଏକେ-୨୦୩ ରାଇଫଲ୍ ନିର୍ମାଣ ପାଇଁ ୫,୧୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି December 5, 2021 ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଲାଗି ରୁଷ୍ ସହାୟତାରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ‘ଏକେ-୨୦୩ ଆସଲ୍ଟ୍ ରାଇଫଲ୍’ ଉତ୍ପାଦନ ନିମିତ୍ତ ପ୍ରକଳ୍ପକୁ ସରକାର ଅନୁମୋଦନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ... Read More