ଆଇଏଏସ ସ୍ତରରେ ଅଦଳବଦଳ : ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ, ନିକୁଞ୍ଜ ଧଳ ଅବକାରୀ ସଚିବ ରାଜ୍ୟ ଆଇଏଏସ ସ୍ତରରେ ଅଦଳବଦଳ : ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟ ସଚିବ, ନିକୁଞ୍ଜ ଧଳ ଅବକାରୀ ସଚିବ September 14, 2022 ଭୁବନେଶ୍ୱର : ଆଇଏଏସ୍ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଶାଳିନୀ ପଣ୍ଡିତଙ୍କୁ ସ୍ବାସ୍ଥ୍ୟ ସଚିବ ଭାବେ ନିଯୁକ୍ତ ଦିଆଯାଇଛି। ନିକୁଞ୍ଜ ଧଳଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।ସେ ଗ୍ରୀଡକୋ ଅଧ୍ୟକ୍ଷ... Read More