ପୁରୀ : ପୁରୀରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ । ପତ୍ନୀଙ୍କ ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି କି, ବହୁ ବର୍ଷ ତଳେ ଆସିଥିଲି । ଇଚ୍ଛା ଥିଲା ପୁଣି ଜଗନ୍ନାଥଙ୍କ ଦର୍ଶନ କରିବାକୁ । ମହାପ୍ରଭୁଙ୍କ କୃପାରୁ ଆଜି ସେହି ଇଚ୍ଛା ପୂରା ହେଲା, ରାଜ୍ୟବାସୀଙ୍କ ସୁଖ ଓ ସମୃଦ୍ଧି କାମନା କଲି ।
Post Views: 1,650