କିଛି ଏପରି ଭୁଲ ଯାହା ମହିଳାଙ୍କୁ କରିଥାଏ ବିଧବା ….!
ବନ୍ଧୁଗଣ ନାରୀ ମାନଙ୍କର ସୌଭାଗ୍ୟ ହେଉଛି ତାଙ୍କର ସ୍ୱାମୀ। ମହିଳା ମାନଙ୍କ ର ସ୍ୱାମୀ ହେଉଛନ୍ତି ତାଙ୍କର ଭଗବାନ। ମହିଳା ମାନଙ୍କ ପାଇଁ ସ୍ୱାମୀ ଏକ।ପ୍ରକାର ରକ୍ଷା କବଚ। କିନ୍ତୁ ସ୍ୱାମୀ ଅଳ୍ପ ସମୟରେ ଯଦି ପରଲୋକ କରନ୍ତି ତେବେ ମହିଳା ମାନଙ୍କୁ ବିଧବା ହେବାକୁ ପଡେ। ନିଜର ସୁଖ ସମୟ ସବୁ ଆପେ ଆପେ ଗାଏବ ହୋଇଯାଏ। କାରଣ ତାର ସ୍ୱାମୀ ହେଉଛି ମହିଳା ମାନଙ୍କର ସାହସ ଏବଂ ଭରଷା। ତେଣୁ ତାଙ୍କ ସ୍ୱାମୀ ଅଳ୍ପ ବୟସ ରେ ପ୍ରାଣ ତ୍ୟାଗ କରିବା ନିହାତି ମାତ୍ରା ରେ କର୍ମ ଫଳ ହୋଇଥାଏ।ଏପରି ମଧ୍ୟ ଶାସ୍ତ୍ର ଆମକୁ ଜ୍ଞାନ ଦିଏ କିଏ ମହିଳା ମାନଙ୍କ ନିଜ ର ଅନେକ ଭୁଲ ପାଇଁ ତାଙ୍କ ସ୍ୱାମୀଙ୍କର ଆୟୁଷ କମ ହୋଇଯାଏ। ଏହା ଅନେକ ମାତ୍ରା ରେ ମଧ୍ୟ ସତ୍ୟତା ରହିଛି। କାରଣ ଆପଣ ଜାଣିଥିବେ ସତ୍ୟବାନ ଙ୍କ ଜୀବନ ଫେରେଇ ଆଣିବାରେ ତାଙ୍କ ପତ୍ନୀ ସାବିତ୍ରୀ ଙ୍କ ଚରିତ୍ର ସହାୟକ ହୋଇଥିଲା। ତେଣୁ ମହିଳା ହେଉଛନ୍ତି ତାଙ୍କ ସ୍ୱାମୀଙ୍କର ସୁରକ୍ଷା ବଳୟ। ତେଣୁ ଆସନ୍ତୁ ଜାଣିବା। କେଉଁ ଭୁଲ କଲେ ମହିଳା ମାନଙ୍କୁ ବିଧବା ହେବାର ଯୋଗ ଆସିଥାଏ ଆସନ୍ତୁ ଜାଣିବା। ଏହି ପାଞ୍ଚଟି ଭୁଲ କୁ ଆପଣ ସୁଧାରି ପାରିଲେ ଆପଣ ଅଧିକ ଦିନ ପାଇଁ ସଧବା ହୋଇ ରହି ପାରିବେ ।
- ମହିଳା ମାନେ ନିଜ ମଙ୍ଗଳସୁତ୍ରକୁ ବର୍ଜନ କରି ଅନ୍ୟ ଅଳଙ୍କାର ଗୁଡିକୁ ନିଜ ବେକରେ ପରିଧାନ କରନ୍ତି। ଏହା ଦ୍ୱାର ତାଙ୍କ ସ୍ୱାମୀଙ୍କ ଆୟୁଷ ଉପରେ ପ୍ରଭଵ ପକାଇଥାଏ।
- ମଙ୍ଗଳସୁତ୍ରର ଲାଗିଥିବା ମାଳି ଗୁଡିକର ରଙ୍ଗ କଳା ରଙ୍ଗ ନ କରି ଅନ୍ୟ ରଙ୍ଗର ପ୍ରସ୍ତୁତ କରିଥାନ୍ତି। ତେଣୁ ଏପରି କଲେ ଆପଣଙ୍କ ସ୍ୱାମୀଙ୍କ ଆୟୁଷ କମ ହେବାର ଅଧିକ ସମ୍ଭାବନା ଥିବା କଥା ଶାସ୍ତ୍ର ଜଣାଇଥାଏ।
- ମହିଳା ମାନେ ସଧବା ଥିବା ସମୟରେ କେବେ ବି ଧଳା ରଙ୍ଗର ଶାଢୀ କିମ୍ବା ଧଳା ରଙ୍ଗର ଚୁଡ଼ି ବିନ୍ଧିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମହିଳା ମାନଙ୍କର ସ୍ୱାମୀଙ୍କ ଆୟୁଷ କମି ଥାଏ ବୋଲି ଅନେକ ଜ୍ଞାନୀ ଲୋକ ଉପଦେଶ ଦେଇଥାନ୍ତି।
- ବିବାହିତ ମହିଳା ମାନେ ଆଜିକାଲି ସିନ୍ଦୂର ପିନ୍ଧିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଏପରି ଆପଣ କେବେ କରିବେ ନାହିଁ। କାରଣ ଏହା ଆପଣଙ୍କ ସ୍ୱାମୀଙ୍କ ଆୟୁଷ ଉପରେ ହାନି ପକାଇ ପାରେ।
- ମହିଳା ମାନେ ସିନ୍ଦୁର ପିନ୍ଧି ଥାନ୍ତି କିନ୍ତୁ ଏହା ସିଂଥୀ ଉପରେ ହୋଇନଥାଏ। ତେଣୁ ମହିଳା ମାନେ ନିଜ ମଥାର ଥିବା ସିଂଥୀ ରେ ଏହା ଧାରଣା କଲେ ଆପଣଙ୍କ ସ୍ୱାମୀଙ୍କ ଭାଗ୍ୟ ଏବଂ ଆୟୁଷ ବଢି ଯାଏ।
ମୁଁ ଆଶା କରୁଛି ଆମର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିବ ଯଦି ଟିକିଏ ଭଲ ଲାଗିଥାଏ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଏବଂ ତଳ ପେଜରେ ଲାଇକଟିଏ କରିଦିଅନ୍ତୁ
(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ବୋଲି ଦାବି କରୁନାହୁଁ। ଗ୍ରହଣ କରିବା ପୂର୍ବରୁ ଦୟାକରି ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ। )
ବନ୍ଧୁଗଣ ଆମେ ଆଶା କରୁଛୁ କି ଏହି ଲେଖାଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ ସହ କମେଣ୍ଟ କରନ୍ତୁ । ଧନ୍ୟବାଦ !!!
