ବାରିପଦା : ଆଜିଠୁ ଖୋଲିଲା ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟାନ। ପୂର୍ବରୁ କେବଳ ବୁକିଙ୍ଗ କରିଥିବା ପର୍ଯ୍ୟଟକଙ୍କ ପାଇଁ ଖୋଲାଥିଲା ଶିମିଳିପାଳ। ଆଜିଠାରୁ ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ।
ସୂଚନ ଯେ, କୁହୁଡ଼ିଆ ପାଗ ପାଇଁ ଗତ ୧୨ ତାରିଖରୁ ବନ୍ଦ ଥିଲା ଉଦ୍ୟାନ।
Post Views: 5,500