ଋତୁକାଳୀନ ପରିବର୍ତ୍ତନ ଆସ୍ଥମା ବିପଦକୁ ଆହୁରି ଉତ୍କଟ କରିପାରେ
Sick young woman with cold and flu standing outdoors, sneezing, wiping nose with handkerchief, coughing. Autumn street background
ଅଧିକାଂଶ ଲୋକଙ୍କ ପାଇଁମୌସୁମୀର ଆଗମନ ଆଶ୍ୱସ୍ତିକର ହୋଇପାରେକିନ୍ତୁ ଆସ୍ଥମା ରୋଗୀଙ୍କ ପାଇଁଏହିଋତୁ ଆହ୍ୱାନଭରା ହୋଇଥାଏ । କାରଣ ଏହିସମୟରେସେମାନଙ୍କରସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହୋଇପଡ଼େ । ଆସ୍ଥମା ହେଉଛିଏଭଳି ଏକ ରୋଗ ଯାହା ଫିମ୍ପି/ଫଙ୍ଗସ୍, ଅଧିକ ଲୋମଯୁକ୍ତ ପୋଷାଜୀବ, ଡଷ୍ଟ ମାଇଟ୍ସଏବଂଭାଇରାଲସଂକ୍ରମଣଭଳି ଆଲର୍ଜିକାରୀ ପଦାର୍ଥରୁବଢ଼ିପାରେ । ମୌସୁମୀ ମଧ୍ୟ ଆସ୍ଥମା ରୋଗବଢ଼ିବାର ଏକ ପ୍ରମୁଖକାରଣହୋଇଥାଏ । ବର୍ଷାଋତୁରେକମ୍ସୂର୍ଯ୍ୟାଲୋକଯୋଗୁଁଭିଟାମିନ ଡି ର ଅଭାବ ଦେଖାଦିଏ, ଯାହାକି ଆସ୍ଥମା ଆକ୍ରମଣ ଉକ୍ôଟହେବାର ପ୍ରମୁଖ କାରଣ ହୋଇଥାଏ ।
ମୌସୁମୀର ଥଣ୍ଡାପରିବେଶମଧ୍ୟ ଆସ୍ଥମାରସଙ୍କେତ ଓ ଲକ୍ଷଣକୁ ଅଧିକ ଉତ୍କଟ କରିପାରେ । ଆଖପାଖର ବାତାବରଣରେ ଆର୍ଦ୍ରତାରୁ ଫଙ୍ଗସ ଜନ୍ମିପାରେ, ଯାହାଦ୍ୱାରା ଆଲର୍ଜି ବଢ଼ିପାରେଏବଂ ଆସ୍ଥମା ଆକ୍ରମଣର କାରଣ ହୋଇପାରେ । ଏହାସହିତ ଏହି ଋତୁରେ ଭାଇରାଲ ସଂକ୍ରମଣର ଅଧିକ ସମ୍ଭାବନା ଥାଏ ତଥା ଆଲର୍ଜେନ ଅଧିକ ବଢ଼ିପାରେ ଯାହାକି ଲକ୍ଷଣ ଗୁଡ଼ିକ ଆହୁରି ଉତ୍କଟ ହେବାର କାରଣ ହୋଇଥାଏ । ପ୍ରତି ମୌସୁମୀରେ ଆସ୍ଥମା କାରଣରୁ ହସ୍ପିଟାଲକୁ ଆସୁଥିବା ଲୋକଙ୍କ ସଂଖ୍ୟାରେ ଭାରୀ ବୃଦ୍ଧି ହୋଇ ଥାଏ ବିଶେଷକରିଛୋଟ ପିଲାଙ୍କ ଠାରେଏହା ଅଧିକ ହୋଇ ଥାଏ । ବର୍ତମାନ ପରିସ୍ଥିତିରେ ଲୋକ ମାନେ ନିୟମିତ ଭାବେ ଡାକ୍ତରଖାନାକୁ ଆସିବାକୁ କିମ୍ବା ଡାକ୍ତରଙ୍କ ସହ ପରାମର୍ଶ କରିବାକୁସମର୍ଥ ହୋଇ ପାରୁ ନଥିବା ବେଳେ ଏଭଳି ପରିସ୍ଥିତିରେ ଆସ୍ଥମାକୁ ବଢ଼ିବାକୁ ରୋକିବା ଅଧିକ ଜରୁରୀ ହୋଇପଡ଼ିଛି । ତେଣୁ ମୌସୁମୀସମୟରେ ଆସ୍ଥମାର ପରିଚାଳନା ପାଇଁ ଉପଯୋଗୀ ପରାମର୍ଶସର୍ବଦା ନିଜସହରଖିବା ଅଧିକ ଭଲ ହେବ ।
ଏ ସମ୍ପର୍କରେକିମ୍ସହସ୍ପିଟାଲର ଆସୋସିଏଟ ପ୍ରଫେସର, ଏମଡି(ଚେଷ୍ଟ), ଡିଏମ (ପୁଲ୍ମୋ), ଡା ଦେବାଶିଷବେହେରାକହିଛନ୍ତି ଯେ, “ଘଡ଼ଘଡ଼ହେବା, କାଶଏବଂଶ୍ୱାସକ୍ରିୟାରେସମସ୍ୟା ଆସ୍ଥମାର କାରଣ ହୋଇଥାଏ, ଯାହାକି ଏକ ଦୀର୍ଘସ୍ଥାୟୀଶ୍ୱାସସମ୍ବନ୍ଧୀତରୋଗ ଅଟେ । ଏହା ଫୁସଫୁସରେ ଥିବାବାୟୁ ନଳୀଗୁଡ଼ିକରେ ଫୁଲାଯୋଗୁଁସୃଷ୍ଟିହୋଇଥାଏ । ଆସ୍ଥମାରେ ପୀଡ଼ିତ ଜଣେ ବ୍ୟକ୍ତିଙ୍କୁବାୟୁ ପଥରେବାଧା ଅନୁଭବ ହୋଇଥାଏ । ଯାହାଫଳରେରୋଗୀଙ୍କ ପାଇଁଶ୍ୱାସକ୍ରିୟାକରିବାକଷ୍ଟକରହୋଇପଡ଼େ ।” ସେ ଆହୁରି ମଧ୍ୟ କହିଛନ୍ତିଯେ, “ଆସ୍ଥମାରଚିକିତ୍ସା ପାଇଁଏମରଜେନ୍ସିରୁମର ପରଦର୍ଶନ କରିବାବର୍ଷାଋତୁରେ ଅଧିକ ବଢ଼ିଯାଇଥିଲା, ଯାହାକି ଆର୍ଦ୍ରତାର ବାର୍ଷିକବୃଦ୍ଧି ପରେଗୋଟିଏରୁ ଦୁଇମାସବଢ଼ିବାସହିତଶୁଷ୍କଋତୁରେକମିଗଲା ।
ଏହି ପାରିସ୍ପରିକସମ୍ବନ୍ଧ ଘରେ ଡଷ୍ଟ ମାଇଟସ ଏବଂ ଭାଇରାଲ ସଂକ୍ରମଣସହିତ ପ୍ରସାରିତ ହେବାରସମ୍ଭାବନାକୁବଢ଼ାଇଥାଏ । ତେଣୁମୌସୁମୀସମୟରେ ଆସ୍ଥମାର ପରିଚାଳନା କରି ଉତମ ଶ୍ୱାସକ୍ରିୟା କରିବା ଲାଗିଡାକ୍ତରଙ୍କଠାରୁଉତମ ପରାମର୍ଶ ଗ୍ରହଣକରିବାଗୁରୁତ୍ୱପୂର୍ଣ୍ଣହୋଇଥାଏ ।” ଆସ୍ଥମାର ପରିଚାଳନା ପାଇଁ ଇନ୍ହେଲର ଓ ରାଲ ଚିକିତ୍ସା ତୂଳନାରେ ଏକ ପ୍ରଭାବଶାଳୀ ଚିକିତ୍ସାଭାବେ ଉଭାହୋଇଛି । ଇନହେଲରସହିତଔଷଧ ରକ୍ତ ପ୍ରବାହକିମ୍ବାଶରୀରର ଅନ୍ୟ ଅଙ୍ଗ ମାଧ୍ୟମରେ ପ୍ରଭାହିତହେବା ପରିବର୍ତେ ସିଧାସଳଖ ଫୁସଫୁସରେ ପହଂଚିଥାଏ । ତେଣୁଔଷଧର କମ୍ମାତ୍ରା ଆବଶ୍ୟକ ହୋଇଥାଏଏବଂ କମ ପାଶ୍ୱର୍ ପ୍ରତିକ୍ରିୟାହୋଇଥାଏ ।
