ଏହିଦିନ ଅଲଗା ହେବେ ସମଂଥା ଓ ନାଗା ଚୈତନ୍ୟ ! ଛାଡପତ୍ରରେ ମିଳିବ ପାଞ୍ଚଗୁଣା ଅଧିକା ଧନରାଶି ?
ସାଉଥ୍ ଫିଲ୍ମର ଅଭିନେତ୍ରୀ ସମଂଥା ଅକ୍କିନେନୀ ଓ ଫିଲ୍ମ ଷ୍ଟାର୍ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଏବେ ଥମିବାର ନାଁ ନେଉନି । ଏବେ ଦୁହେଁ ଫିଲ୍ମ କଳାକାରଙ୍କ ମଧ୍ୟରେ ଛାଡପତ୍ର ଖବର ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ଲୋକେ ପ୍ରାର୍ଥନା କରୁଛନ୍ତି କି ଏହା ଭୁଲ ଖବର ହୋଇଥାଉ ଓ ସାଉଥ୍ ଇଣ୍ତଷ୍ଟ୍ରିର ପାୱର ଫୁଲ୍ କପଲ୍ ସବୁବେଳେ ଜଣେ ଅନ୍ୟଙ୍କ ସହ ରହନ୍ତୁ । କିନ୍ତୁ ଏହାପରେ ବି ସମଂଥା ଅକ୍କିନେନୀ ଓ ନାଗା ଚୈତନ୍ୟଙ୍କ ମଧ୍ୟରେ କିଛି ନା କିଛି ବିବାଦ ରିପୋର୍ଟସ୍ ଲଗାତାର ସାମ୍ନାକୁ ଆସୁଛି ।
ରିପୋର୍ଟ୍ସରୁ ମାନିଲେ ଏହି ଦୁହେଁଙ୍କ ମଧ୍ୟରେ ବିବାଦକୁ ସମାଧାନ କରିବା ପାଇଁ ଏବେ ପରିବାର ବି ମଝିରେ ଆସିଯାଇଛି, ଶୁଣିବାକୁ ଆସୁଛି କି ଦୁହେଁଙ୍କ ମଧ୍ୟରେ ମତଭେଦ ଶେଷ କରିବାପାଇଁ ପରିବାର ତାଙ୍କର କାଉନସିଲିଙ୍ଗ୍ କରାଇଛନ୍ତି, ଯାହାପରେ ଏହି ଦୁହେଁଙ୍କ ମଧ୍ୟରେ ଏବେ ବିବାଦ ବି ଶେଷ ହୋଇନାହିଁ ।
ସାଉଥ୍ ର ଲୋକପ୍ରିୟ ଅଭିନେତ୍ରୀ ସମଂଥା ଅକ୍କିନେନୀ ଓ ନାଗାର୍ଜୁନାଙ୍କ ପୁଅ ନାଗା ଚୈତନ୍ୟ ୨୦୧୭ ରେ ବିବାହ କରିଥିଲେ । ଦୁହେଁ ସାଉଥ୍ ଇଣ୍ତଷ୍ଟ୍ରିର କ୍ୟୁଟ୍ କପଲ୍ ଅଟନ୍ତି । କିନ୍ତୁ ଏବେ ଖବର ଆସୁଛି କି ଦୁହେଁ ଜଲଦି ଛାଡପତ୍ର ନେଇପାରନ୍ତି । ଦୁହେଁ କିଏ ବି ଛାଡପତ୍ରକୁ ନେଇ କିଛି ଜବାବ୍ ଦେଇନାହାନ୍ତି । ସମଂଥା ଓ ନାଗାଚୈତନ୍ୟଙ୍କ ବିବାହର ଫାଟ କାରଣରୁ ଅଭିନେତ୍ରୀଙ୍କୁ କ୍ୟାରିୟର ପ୍ରତି ବହୁତ ଅଧିକା ଭଲ ପାଇବା ଅଛି । ବିବାହ ପରେ ସମଂଥା ଫିଲ୍ମରେ ବୋଲଡ୍ ସିନ୍ କରୁଛନ୍ତି । ଯାହାକି ତାଙ୍କ ଶଶୁର ନାଗାର୍ଜୁନାଙ୍କୁ ପସନ୍ଦ ଲାଗୁନାହିଁ ।
କୁହାଯାଉଛି କି ସମଂଥା ଛାଡପତ୍ର ପାଇଁ ୫୦ କୋଟି ଟଙ୍କା ଆଲମିନି ମାଗିଛନ୍ତି । ଏବେ ଇ-ଟାଇମ୍ସର ଏକ ରିପୋର୍ଟରୁ ଜଣାଯାଏ କି ସମଂଥା ଅକ୍କିନେନୀ ନାଗା ଚୈତନ୍ୟଙ୍କୁ ଛାଡପତ୍ର୍ ପାଇଁ ଏକ ମୋଟା ରାଶି ଆଲିମିନି ହିସାବରେ ଦାବି କରିଛନ୍ତି, ଯାହାକୁ ଜାଣିକରି ଦୁହେଁ କଳାକାରଙ୍କ ଫ୍ୟାନ୍ସ ଚକିତ ହୋଇଛନ୍ତି, ଏଥିରେ ଫିକ୍ସ ଆସେଟ୍ ଓ କରେଣ୍ଟ ଆସେଟ୍ ବି ସାମିଲ୍ ଅଛି
ଏହି ନୁଆ ଖବର ଏହି ଦୁହେଁ କଳାକାରଙ୍କ ଫ୍ୟାନ୍ସଙ୍କୁ ବହୁତ ଚିନ୍ତିତ କରୁଛି, ଏବେ ଦୁହେଁ କଳାକାର ଉଭୟଙ୍କ ଠାରୁ ଅଲଗା ହେବାର ମନ ବଳାଇନେଇଛନ୍ତି, ଏହାର ଛାଡପତ୍ର ପ୍ରକିୟା ବି ଆରମ୍ଭ ହୋଇସାରିଛି, ଯାହାପରେ କେବଳ ୨-୩ ମାସରେ ଏମାନଙ୍କ ଛାଡପତ୍ର ହୋଇଯିବ, ଏହି କାରଣରୁ ଦୁହେଁ କଳାକାର ଏହି କଥାରେ କଥାହେବାରେ ମୁଡରେ ନାହାନ୍ତି ।
ଏହି ମଧ୍ୟରେ ମନେ ପକାଇଦେବୁ କି ସମଂଥା ଅକ୍କିନେନୀ ଓ ନାଗା ଚୈତନ୍ୟ ଜଣେ ଅନ୍ୟଙ୍କୁ ଲଭ୍ ମ୍ୟାରେଜ୍ କରିଥିଲେ, ଏମାନଙ୍କ ବିବାହ ୨୦୧୭ ରେ ହାଇଦ୍ରାବାଦରେ ଏକ ଶାହୀ ଅନ୍ଦାଜରେ ହୋଇଥିଲା, ଯାହାର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହୋଇଥିଲା, ବିବାହ ପରେ ବି ଏମାନଙ୍କ ମଧ୍ୟରେ ଭଲ ପାଇବା ଥିଲା, ଦୁହେଁ କଳାକାରଙ୍କ ମଧ୍ୟରେ ପରେ ଏମିତି କଣ ହେଲା କି ଯାହାପରେ ସେମାନେ ଛାଡପତ୍ର ନେବାର ପରିସ୍ଥିତି ଆସିଲା, ଏହି କଥା ସାମ୍ନାକୁ ଆସିପାରିନାହିଁ, କିନ୍ତୁ ଏହି ଫଇସଲାକୁ ନେଇକରି ସମସ୍ତଙ୍କ ମନ ଭାଙ୍ଗିଯାଇଛି, ଏବେ ଫ୍ୟାନ୍ସ ଏହି ଖବରକୁ ନେଇ ବହୁତ ଦୁଃଖ ପ୍ରକାଶ କରୁଛନ୍ତି ।
