ଅଲ୍ ଓଡ଼ିଶା ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ ସଂଘର ସଭାପତି ହେଲେ ସଚ୍ଚିଦାନନ୍ଦ ନନ୍ଦ
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
କେନ୍ଦୁଝର : ଅଲ୍ ଓଡ଼ିଶା ବ୍ୟାଙ୍କ ଅଫ ଇଣ୍ଡିଆ କର୍ମଚାରୀ ସଂଘ ର ଚତୁର୍ଦ୍ଦଶ ତମ ବାର୍ଷିକ ଅଧିବେଶନ କେନ୍ଦୁଝର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗାମୀ ତିନିବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ ହୋଇ ସଭାପତି ଭାବେ ସଚ୍ଚିଦାନନ୍ଦ ନନ୍ଦ, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଉପସଭାପତି ପ୍ରଦୀପ କୁମାର ଦେବନାଥ, ଜୟପ୍ରକାଶ ସିଂହ, ସାଧାରଣ ସମ୍ପାଦକ ପ୍ରବୀର କୁମାର ଘୋଷ, ଉପସମ୍ପଦକ ଜଗନ୍ନାଥ ରାଉତ, ପ୍ରିୟଙ୍କା ମୁଦୁଲି, ମାଝୀ ଶିବମ କିସକୁ, ଅକ୍ଷୟ କୁମାର ପଟ୍ଟନାୟକ, ସହ ସମ୍ପାଦକ ସୁରାଇ ମୁର୍ମୁ, ମହେଶ୍ୱର ସାହୁ, ଅନ୍ତର୍ଯ୍ୟାମୀ ବଢେଇ, ଅତସୁ ଦେ, ଲାଲମୋହନ ନାୟକ, ଲକ୍ଷ୍ମୀ ନାରାୟଣ ପଣ୍ଡା, ସୁନିଲ ଦାସ, କଳ୍ପନା ବିଶ୍ୱାଳ, କୋଷାଧ୍ୟକ୍ଷ ସଞ୍ଜୟ ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ହିମାଂଶୁ ଭୂଷଣ ରାଉତରାୟ, ବିଶ୍ୱରଂଜନ ପାଣଗ୍ରାହୀ, ବାଳକୃଷ୍ଣ ନାହାକ, ନବଘନ ବାରିକ୍, ତ୍ରିଲୋଚନ ନାୟକ, ଭୀମସେନ ମୁଖୀ, ଲକ୍ଷ୍ମୀପ୍ରିୟା ମହାପାତ୍ର, ପ୍ରମୋଦ ସାହୁ, ବିଶ୍ୱଜିତ୍ ବେହେରା, ସନ୍ତୋଷ ପାଢ଼ୀ, ସ୍ପନ୍ଦନ ବାଗ, ଅବିନାଶ ମଲ୍ଲିକ, ଧିରଞ୍ଜନ ପ୍ରଧାନ, ପୁଳିନ ମହାନ୍ତ, ଗୌରବ ତିର୍କେ, ଶଙ୍କର ବେହେରା, ସୂର୍ଯ୍ୟକାନ୍ତ ମହାନ୍ତି, ନିର୍ବାଚିତ ହୋଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
