ପୁରୀ : ବ୍ରହ୍ମଗିରିର ମଠ ପାଟଣା ଗ୍ରାମରୁ ଆହତ ଅବସ୍ଥାରେ ଏକ ବିଦେଶୀ ପକ୍ଷୀ ଉଦ୍ଧାର ହୋଇଛି । ଗ୍ରାମର ଯୁବକମାନେ ଏହି ପକ୍ଷୀକୁ ଉଦ୍ଧାର କରିଥିଲେ । ବନ ବିଭାଗର ଅଧିକାରୀମାନେ ଏହି ପକ୍ଷୀଟିକ ଉଦ୍ଧାର କରିବା ପାଇଁ ବହୁ ଚେଷ୍ଟା କରି ସଫଳ ହୋଇନଥିଲେ । ଗ୍ରାମବାସୀମାନେ ପକ୍ଷୀଟିକୁ ଆହତ ଅବସ୍ଥାରେ ଉଦ୍ଧାର କରିଥିଲେ ।
Post Views: 14,977