ବିଧାନସଭା ରାସ୍ତାରେ ସର୍ବସାଧାରଣ ଯିବା ଆସିବା ମନା : ଜାଣନ୍ତୁ କେଉଁ ବାଟେ କେମିତି ଯିବେ
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଏଥିପାଇଁ ବିଧାନସଭା ସାମ୍ନାରେ ସର୍ବସାଧାରଣ ଯିବା ଆସିବା ମନା । ସହରାଞ୍ଚଳ ଆଇନ ୨୦୦୩ ଧାରା ୧୮ ଅନୁସାରେ ବିଧାନସଭା ସମୟରେ ସର୍ବସାଧାରଣ ଯାତାୟତ ମନା ।
ଏନେଇ ଚଳିତ ବିଧାନସଭା ଅଧିବେସନ ଡିସେମ୍ବର ୧ରୁ ଆରମ୍ଭ ହେବ । ଏନେଇ ଜନସାଧାରଣଙ୍କ ଗମନାଗମନ ଉପରେ କଟକଣା ଲଗାଇଛି କମିସନରେଟ ପୋଲିସ ।

