ଶ୍ରୀମନ୍ତ ଛତ୍ରପତି ଶିବାଜୀରାଜେ ଭୋସଲେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ : ଶ୍ରୀମନ୍ତ ଛତ୍ରପତି ଶିବାଜୀରାଜେ ଭୋସଲେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ ଶ୍ରୀମନ୍ତ ଛତ୍ରପତି ଶିବାଜୀରାଜେ ଭୋସଲେଙ୍କ ବିୟୋଗ କଥା ଜାଣି ମୁଁ ଦୁଃଖିତ । ସେ ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଧନୀ ବ୍ୟକ୍ତି ଥିଲେ ଓ ଲୋକ ମାନଙ୍କ ପାଇଁ ଖୁବ କାମ କରିଥିଲେ । ସତାରାର ପ୍ରଗତିରେ ତାଙ୍କର ବଡ ଭୂମିକା ଥିଲା । ତାଙ୍କ ପରିବାର, ବନ୍ଧୁ ଓ ପ୍ରଶଂସକ ମାନଙ୍କୁ ସମବେଦନା ଜଣାଉଛି । ଓମ ଶାନ୍ତି ।
