ପଞ୍ଛ ମହାଦେବ ଓ ଅଷ୍ଟଦେବୀ ପୀଠ ସଫେଇ
ପୁରୀ : ଶ୍ରୀକ୍ଷେତ୍ରରେ ଥିବା ପଞ୍ଛ ମହାଦେବ ଓ ଅଷ୍ଟଦେବୀ ପୀଠକୁ ନିଳମାଧବ ବିନାୟକ ସମିତି ପକ୍ଷରୁ ସଫେଇ କରାଯିବା ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅନୁଷ୍ଠାନ ୧୨ ବର୍ଷ ତଳେ ଶେତ୍ୱଗଙ୍ଗା ପୁଷ୍କଋଣୀକୁ ସଫେଇ କରି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆମ ଆଦର୍ଶ ସ୍ୱଚ୍ଛ ସବୁତ ଶେତ୍ୱଗଙ୍ଗା କାର୍ଯ୍ୟକ୍ରମରେ ଯୋଗଦେଇ ଏହାର ରକ୍ଷଣା ବେକ୍ଷଣ ଉପରେ ଆଲୋଚନା କରିଥିଲେ । ସମିତର ଉତ୍ସାହି ଯୁବକମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସେଚ୍ଛାସେବୀ ଓ ସହରବାସୀ ଯୋଗ ଦେଇଥିଲେ ।
