ବରଗଡ଼ : ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ବରଗଡ଼ ଜିଲା ପଦ୍ମପୁର ଟ୍ୟାକ୍ସ କଲେକ୍ଟର । ପଦ୍ମପୁର ଏନଏସିର ଟ୍ୟାକ୍ସ କଲେକ୍ଟର ଦୀନବନ୍ଧୁ ପଣ୍ଡା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ । ହୋଲଡିଂ ଟ୍ୟାକ୍ସ ରଫାଦଫା ପାଇଁ ଦୀନବନ୍ଧୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।
Post Views: 3,073