ଦଶମ ପାସଙ୍କୁ ରେଳବାଇରେ ନିଯୁକ୍ତି ସୁଯୋଗ, ବାହାରିଲା ବମ୍ପର ସଂଖ୍ୟକ ପୋଷ୍ଟ
କୋଲକାତା: Eastern Railwayରେ ନିଯୁକ୍ତିର ସୁବର୍ଣ୍ଣ ସୁଯୋଗ ବାହାରିଛି। ରେଳବାଇ ପକ୍ଷରୁ ୨,୯୭୨ଟି ଖାଲି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଫିଟର୍ ଠାରୁ ଆରମ୍ଭ କରି ମେକାନିକ୍ ପର୍ଯ୍ୟନ୍ତ ପଦବୀ ଖାଲି ରହିଛି। ରେଳବାଇ ନିଯୁକ୍ତି ସେଲ୍ (The Railway Recruitment Cell -RRC), ପୂର୍ବାଞ୍ଚଳ ରେଳବାଇ (Eastern Railway – ER) ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଅନଲାଇନ୍ ଆବେଦନ ଗ୍ରହଣ କରୁଛନ୍ତି।
ପଦବୀ
———————————–
- ମୋଟ୍ ଖାଲି ପଦବୀ ସଂଖ୍ୟା: ୨,୯୭୨
ହାୱଡ଼ା ଡିଭିଜନ୍
———————————–
- ଫିଟର୍- ୧୧୪
- ୱେଲଡର୍- ୨୫
- ମେକାନିକ୍ (MV) – ୦୪
- ମେକାନିକ୍ (Dsl) – ୦୬
- ମେସିନିଷ୍ଟ – ୦୪
- କାର୍ପେଣ୍ଟର – ୦୨
- ପେଣ୍ଟର- ୦୫
- ଲାଇନମ୍ୟାନ୍ (ସାଧାରଣ) – ୦୫
- ୱାୟରମ୍ୟାନ୍ – ୦୩
- ରେଫ୍ରିଜରେଜେସନ୍ ଏବଂ ଏ ସି ମେକାନିକ୍- ୦୮
- ଇଲେକ୍ଟ୍ରିସିଆନ – ୮୯
- ମେକାନିକ୍ ମେସିନ୍ ଟୁଲ୍ ମେଣ୍ଟ୍ ରକ୍ଷଣାବେକ୍ଷଣ – ୦୨
ଲିଲୁହା ୱାର୍କସପ୍
———————————–
- ଫିଟର୍ – ୨୪୦
- ମେସିନିଷ୍ଟ – ୩୩
- ଟର୍ନର – ୧୮
- ୱେଲଡର୍ – ୨୦୪
- ପେଣ୍ଟର ଜେନେରାଲ୍ – ୧୫
- ଇଲେକ୍ଟ୍ରିସିଆନ – ୪୫
- ୱାୟରମ୍ୟାନ୍ – ୪୫
- ରେଫ୍ରିଜରେଜେସନ୍ ଏବଂ ଏୟାର କଣ୍ଡିସିନର – ୧୫
ସିଆଲଦା ଡିଭିଜନ୍
———————————–
- ଇଲେକ୍ଟ୍ରିସିଆନ ଫିଟର୍ – ୩୪
- ୱେଲଡର୍- ୨୨
- ଏଫ୍ ସି ଓ – ୦୭
- ୱାୟରମ୍ୟାନ୍ – ୦୩
- ଅଏଲ ଇଞ୍ଜିନ୍ ଡ୍ରାଇଭର / ପି – ୦୪ ପୋଷ୍ଟ
- ଅଏଲ୍ ଇଞ୍ଜିନ୍ ଡ୍ରାଇଭର / ଏସି – ୦୭
- ଲାଇନମେନ – ୦୧
- ଏସି ଫିଟର – ୧୩
- ମେକାନିକାଲ ଫିଟର୍ – ୧୧୨
- DSL / ଫିଟର୍ – ୧୦
- ଇଲେକ୍ଟ୍ରୋନିକ୍ସ ମେକାନିକ୍ – ୭୫
- ରେଫ୍ରିଜରେଜେସନ୍ ଏବଂ ଏସି ମେକାନିକ୍ – ୩୫
- ମେକାନିକାଲ ଫିଟର୍ – ୧୧୪
- ଇଲେକ୍ଟ୍ରିସିଆନ – ୧୦
- DSL / ଫିଟର୍ – ୧୦
- କାର୍ପେଣ୍ଟର – ୦୭
- ଫିଟର୍ – ୧୦
- ବ୍ଲାକସ୍ମିଥ୍ – ୩୨
- ପେଣ୍ଟର – ୧୦
କାଞ୍ଚ୍ରାପଡ଼ା ୱାର୍କସପ
———————————–
- ଫିଟର୍ – ୬୦
- ୱେଲଡର୍ – ୩୫
- ଇଲେକ୍ଟ୍ରିସିଆନ – ୬୬
- ଯନ୍ତ୍ରବାଦୀ – ୦୬
- ୱାୟରମ୍ୟାନ୍ – ୦୩
- କାର୍ପେଟର – ୦୮
- ପେଣ୍ଟର – ୦୨
ମାଲଦା ଡିଭିଜନ୍
———————————–
- ଇଲେକ୍ଟ୍ରିସିଆନ – ୦୪
- ରେଫ୍ରିଜରେଜେସନ୍ ଏବଂ ଏ ସି ମେକାନିକ୍ – ୦୬
- ଫିଟର୍ – ୪୭
- ୱେଲଡର୍ – ୦୩
- ପେଣ୍ଟର – ୦୨
- କାର୍ପେଟର – ୦୨
- ମେକ୍ ଡିଜେଲ – ୩୮
ଆସାନସୋଲ୍ ଡିଭିଜନ୍
———————————–
- ଫିଟର୍ – ୧୫୧
- ଟର୍ନର – ୧୪
- ୱେଲଡର୍ (G&E) – ୯୬
- ଇଲେକ୍ଟ୍ରିସିଆନ – ୧୧୦
- ମେକାନିକାଲ ଡିଜେଲ – ୪୧
ଜମାଲପୁର ୱାର୍କସପ
———————————–
- ଫିଟର – ୨୫୧
- ୱେଲଡର୍ (ଜି ଏବଂ ଇ) – ୨୧୮
- ଯନ୍ତ୍ରବାଦୀ – ୪୭
- ଟର୍ନର – ୪୭
- ବୈଦ୍ୟୁତିକ -୪୨
- ଡିଜେଲ ମେକାନିକ୍ – ୬୨
ତାରିଖ
———————————-
- ବିଜ୍ଞପ୍ତି ପ୍ରକାଶନ ତାରିଖ: ମାର୍ଚ୍ଚ ୨୯
- ଅନଲାଇନ୍ ଆବେଦନ ତାରିଖ : ଏପ୍ରିଲ୍ ୧୧
- ଅନଲାଇନ୍ ଆବେଦନ ଶେଷ ତାରିଖ : ମଇ ୧୦
ଶିକ୍ଷାଗତ ଯୋଗ୍ୟତା
———————————–
- ଆପ୍ରେଣ୍ଟିସିପ୍ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ।
- ଅନ୍ୟ ପଦବୀ ପାଇଁ + ୨ ପରୀକ୍ଷାରେ ସର୍ବନିମ୍ନ ୫୦% ମାର୍କ।
- ରେଳ ବିଭାଗର ପଶ୍ଚିମବଙ୍ଗ କର୍ମଶାଳାରେ ନିଯୁକ୍ତି।
