ଲଖ୍ମିପୁର ଘଟଣାର ବିରୋଧ ପ୍ରଦର୍ଶନକରି ନବଜୋତ ସିଂହ ଗିରଫ
ଚଣ୍ଡିଗଡ : ଉତର ପ୍ରଦେଶର ଲଖ୍ମିପୁର ରେ ଘଟିଥିବା ହିସାକଣ୍ଡକୁ ନେଇ ସେଠାକାର ରାଜଭବନ ବାହାରେ ସୋମବାର ଦିନ ବିରୋଧ କରି ପଂଜାବର କଂଗ୍ରେସ୍ ଅଧ୍ୟକ୍ଷ ନବଜୋତ ସିଂହ ଙ୍କୁ ଚଣ୍ଡିଗଡ ପୋଲିସ ଗିରଫ କରିଛନ୍ତି । ଏହି ଘଟଣାରେ ସଂମ୍ପୃକ୍ତ ଥିବା ପଂଜାବର କେତେକ ବିଧାୟକ ଏବଂ ପଂଜାବ ୟୁଥ କଂଗ୍ରେସର ଅଧ୍ୟକ୍ଷ ବାରିନ୍ଦର ଢିଲୋଙ୍କୁ ମଧ୍ୟ ଧରାଯାଇଥିଲା ।
ସଂନ୍ଦିଗ୍ଧ ଓ ତାଙ୍କ ସାଥିରେ ଥିବା ଅନ୍ୟ ନେତା ମାନେ ହରିୟାନାର ମୁଖ୍ୟ ମନ୍ତ୍ରୀ ମନୋହର ଲାଲଙ୍କ ବୟାନ ଏବଂ କଂଘ୍ରେସ ଦଳର ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଗିରଫ ଓ ଉତର ପ୍ରଦେଶର ଖିରିରେ ଆନ୍ଦୋଳନକାରି କଥିିତ ହତ୍ୟା ଅପରାଧ ପ୍ରଦର୍ଶନ କରୁଥିଲେ । ସେମାନେ କିସାନଙ୍କୁ ହତ୍ୟା ଅପରାଧରେ କେନ୍ଦ୍ରିୟ ମନ୍ତ୍ରିଙ୍କ ପୁଅଙ୍କୁ ଗିରଫ କରିବାକୁ ଦାବି କରୁଥିଲେ ।
