ସାଇକେଲକୁ ଧକ୍କା ଦେଲା ମିନିଟ୍ରକ, ଜଣେ ମୃତ
ବଲାଙ୍ଗୀର : ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ନିକଟରେ ଦୁର୍ଘଟଣା। ସାଇକେଲକୁ ଧକ୍କା ଦେଲା ମିନିଟ୍ରକ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଛି ।
ବଙ୍ଗୋମୁଣ୍ଡା-ଖଡ଼ିଆଳ ୫୯ ଜାତୀୟ ରାଜପଥ ଗନ୍ଧରାବନ୍ଧ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଲେ ଡୁମେରମୁଣ୍ଡା ଗାଁର ପରିବା ବିକାଳୀ ବିଦ୍ୟାଧର ପୁଟେଲ ।
