ଦେଖାଦେଉଛି କି ଆର୍ଥିକ ସଙ୍କଟ? ଦୂର କରିବା ପାଇଁ ଶୁକ୍ରବାର ଦିନ ଲବଙ୍ଗ ଓ କର୍ପୁରରେ କରନ୍ତୁ ଏହି ବିଶେଷ ଉପାୟ
ହିନ୍ଦୁ ପୂଜାପାଠରେ ଲବଙ୍ଗକୁ ଖୁବ ମାନ୍ୟତା ଦିଆଯାଇ ଥାଏ । ଆଜିର ଜ୍ୟୋତିଷ ଶାସ୍ତ୍ରରେ ଲବଙ୍ଗରେ କିଛିଟା ସହଜ ଉପାୟ ବିଷୟ ରେ କୁହାଯାଇଛି । ଯଦି ଆପଣ ନିଜର ଭାଗକୁ ବଦଳାଇ ବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଗୁଡିକୁ ନିଶ୍ଚିତ ଆପଣାନ୍ତୁ ।
ଶୁକ୍ରବାର ଦିନ ସକାଳେ ପୂଜା ସାରିବା ପରେ ୫ଟି ଲବଙ୍ଗ ଓ ୩ଟି ଗୁଜୁରାଟିକୁ କର୍ପୁର ସହିତ ଜଳାନ୍ତୁ ଓ ସେହି ଅଗ୍ନି କୁ ସାରା ଘର ଭିତରେ ବୁଲାନ୍ତୁ । ଏହାଦ୍ୱାରା ଘରର ନାସ୍ତିକ ଶକ୍ତି ଦୁରେଇ ଯିବ ଓ ଆପଣ ନିଜ ପରିଶ୍ରମର ଫଳ ପାଇପାରିବେ ।
ଶୁକ୍ରବାର ଦିନ ପୂଜା ସାରିବା ପରେ ଠାକୁରଙ୍କ ନିକଟରେ ଲବଙ୍ଗ ଅର୍ପଣ କରି ଦାନ କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ଯେଉଁ ଲୋକଙ୍କ କୁଣ୍ଡଳୀରେ ରାହୁ କେତୁ ସ୍ଥିତି ଅନୁକୂଳ ନଥାଏ ତାହା ଠିକ ହୋଇଯାଏ ।
ଶୁକ୍ରବାର ଦିନ ଗୋଟିଏ ନାଲି କପଡ଼ାରେ ୫ଟି ଲବଙ୍ଗ ଓ ୫ଟି କଉଡ଼ି ବାନ୍ଧି ଠାକୁରଙ୍କୁ ସମର୍ପଣ କରି ନିଜ ଆଲମିରା ଭିତରେ ରଖି ଦିଅନ୍ତୁ ମିଳିବ କାର୍ଯ୍ୟରେ ସଫଳତା ଓ ହେବ ଧନପ୍ରାପ୍ତି ।
ଘରୁ ଯେତେବେଳେ କୌଣସି କାର୍ଯ୍ୟରେ ବାହାରକୁ ଯାଉଛନ୍ତି ସେତେବେଳେ ଧ୍ୟାନ କରି ଲକ୍ଷ୍ମୀଙ୍କୁ ପାଟିରେ ୨ଟି ଲବଙ୍ଗ ରଖି ପଦାକୁ ଯାଆନ୍ତୁ । ମିଳିବ ସମସ୍ତ କାର୍ଯ୍ୟରେ ସଫଳତା ।
ଅମାବାସ୍ୟା ଓ ପୁର୍ନମି ଦିନ ଲକ୍ଷ୍ମୀଙ୍କୁ ଧ୍ୟାନ କରି ୨୧ ଟି ଲବଙ୍ଗକୁ କର୍ପୁର ସହିତ ଜଳାନ୍ତୁ , ବାକି ପଡିଥିବା ଧନ ଫେରି ପାଇବେ ।
