ଉତରାଖଣ୍ଡରେ ଅଧରାତିରେ ଭୂମିକମ୍ପର ଝଟକାରେ ଉତରକାଶୀ ଧରିତ୍ରୀ ଦୋହଲିଗଲା
ଉତରକାଶୀ : ଉତରାଖଣ୍ଡର ଉତରକାଶୀରେ ଅଧରାତିରେ ଭୂମିକମ୍ପର ଝଟକା ଦ୍ୱାରା ଧରତ୍ରୀ ଦୋହଲି ଯାଇଛି । ଏଥିରେ ଜିଲ୍ଲା ମୁଖ୍ୟାଳୟ ସହିତ ଭଟୱାଡ଼ିରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଉତରକାଶୀ ରେ ରବିବାର ରାତି ପାଖାପାଖି ୧.୫୦ମି. ସମୟରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଂଟର ଫର ସୋସିଓଲୋଜି ଅନୁସାରେ ଭୂମିକମ୍ପର ତୀବ୍ରତା ୩.୧ ଥିଲା ।
