ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି ୧୦ଟି ସଙ୍କେତ
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଜୀବନରେ ଧନର କେତେ ମୋହତ୍ୱ ଅଛି ଏହା କାହାକୁ ବି ଅଛପା ନାହିଁ । ଧନର ଅଭାବରୁ କୌଣସି ବି ବ୍ୟକ୍ତି ଖୁସି ରହି ନଥାଏ ଏହା ମାତ୍ର କହିବାର କଥା ଅଟେକି ଧନ ହିଁ ଜୀବନର ସବୁ କିଛି ହୋଇ ନଥାଏ କିମ୍ବା ଧନ ଦ୍ୱାରା ଆମେ ଖୁସି ବା ସମ୍ପର୍କ କୁ କେବେବି କିଣି ପାରିବା ନାହିଁ ବାସ୍ତବରେ ଧନ ସବୁ କିଛି ନାହିଁ ବରଂ ବହୁତ କିଛି ହୋଇଥାଏ , ଧନ ଦ୍ୱାରା ଖୁସି ତ କିଣି ପାରିବା ନାହିଁ କିନ୍ତୁ ଧନ ପାଖରେ ହେବା ଦ୍ୱାରା ଖୁସି ଆପେ ଆପେ ପାଖକୁ ଆସିଜାଇ ଥାଏ ।
ଯଦି ଜୀବନରେ ଧନର ମୋହତ୍ୱ କିଛି ନଥାନ୍ତା ତେବେ କଣ ପାଇଁ ଲୋକମାନେ ଧନ କମାଇବା ପାଇଁ ରାତି ଦିନ ଏକାଠି କରି ଦିଅନ୍ତି , ବନ୍ଧୁଗଣ ଧନର କାମନା ପ୍ରତେକ ବ୍ୟକ୍ତି କରିଥାନ୍ତି ଏବଂ ପ୍ରତେକ ବ୍ୟକ୍ତି ଧନବାନ ହେବାର ସ୍ୱପ୍ନ ଦେଖିଥାନ୍ତି ଏବଂ ପ୍ରତେକ ବ୍ୟକ୍ତିଙ୍କୁ ଏକ ସୁଖ ପ୍ରିୟ ଜୀବନ ଅତିବାହିତ କରିବାର ଆଶା ଥାଏ , ଏହା ଜୀବନର ଏକ କଟୁ ସତ୍ୟ ଅଟେ କି ଯାହାର ପାଖରେ ପଇସା ଥାଏ ତା ହାତ ମୁଠାରେ ପୁରା ଦୁନିଆ ରହିଥାଏ ଏବଂ ଗରିବ ସହିତ କେହିବି ନଥାନ୍ତି , ଏଥିପାଇଁ ପ୍ରତେକ ବ୍ୟକ୍ତି ମା ଲକ୍ଷ୍ମୀଙ୍କ ଆରଧନା କରିଥାନ୍ତି ଏବଂ ଧନ ସମ୍ପତୀ ର କାମନା କରିଥାନ୍ତି ।
ବନ୍ଧୁଗଣ ମା ଲକ୍ଷ୍ମୀ କାହା ଉପରେ ଏତେ ସହଜରେ ପଶ୍ରନ୍ନ ହୁଅନ୍ତି ନାହିଁ ମା ଲକ୍ଷ୍ମୀ ଙ୍କୁ ଖୁସି କରିବା ବଡ଼ କଠନ୍ୟ କାମ ଅଟେ କିନ୍ତୁ ଯାହା ଉପରେ ମା ଲକ୍ଷ୍ମୀ ଙ୍କର କୃପା ହୋଇଜାଇ ଥାଏ ସେ କେବେ ବି ଦୁଃଖ ରେ ରହି ନଥାଏ ଏବଂ ମା ଲକ୍ଷ୍ମୀ ନିଜର ପ୍ରତେକ ଭକ୍ତଙ୍କ ଉପରେ କୌଣସି ନା କୌଣସି ଦିନ କୃପା କରିଥାନ୍ତି ଏବଂ ଆମର ଭକ୍ତିରେ ପଶ୍ରନ୍ନ ହୋଇକରି ଆମର ଘରେବି ରହିବାକୁ ଆସିଥାନ୍ତି ଏବଂ ମା ଲକ୍ଷ୍ମୀ ଯେବେବି ଆମର ଘରକୁ ଆସିଥାନ୍ତି ତ ଆସିବା ପୂର୍ବରୁ କିଛି ଏମାତି ସଙ୍କେତ ଦେଇଥାନ୍ତି ଯାହା ଦ୍ୱାରା ଆମକୁ ପୂର୍ବରୁ ହିଁ ଜଣା ପଡିଜାଇ ଥାଏ କି ଆମର ଘରେ ମା ଲକ୍ଷ୍ମୀ ନିବାଶ କରିବାକୁ ଆସିବାର ଅଛନ୍ତି ।
ଆମର ଦୁଃଖ ଏବଂ ଦରିଦ୍ରତା ଦିନ ଏବେ ସମପ୍ତ ହେବାର ଅଛି କାହିକି ନା ଶାସ୍ତ୍ରରେ କହୁଜାଇ ଅଛି କି ଏହି ସଙ୍କେତ ଅତ୍ୟନ୍ତ ଶୁଭ ଏବଂ ଭାଗ୍ୟଶାଳୀ ମାନାଜାଇ ଥାଏ ଏହା ସାକ୍ଷାତ ମା ଲକ୍ଷ୍ମୀଙ୍କ ଆଗମନର ସଙ୍କେତ ମାନାଜାଇ ଥାଏ , ଯଦି ଆପମଙ୍କୁ ବି ଏମାତି ସଙ୍କେତ ମିଳୁଛି ତ ଆପଣ ବି ବୁଝି ଜାଆନ୍ତୁ କି ମା ଲକ୍ଷ୍ମୀଙ୍କ କୃପା ଏବେ ଆପଣଙ୍କ ଉପରେ ବର୍ଷିବାର ଅଛି ।
ତେବେ ଆସନ୍ତୁ ଜାଣିବା ସେଥିପାଇଁ ଶେଷଯାଏ ପଢ଼ନ୍ତୁ , ତେବେ ପ୍ରଥମ ସଙ୍କେତ କଳା ରଙ୍ଗର ପିମ୍ପୁଡି । ପିମ୍ପୁଡି କଳା କିମ୍ବା ଲାଲ ରଙ୍ଗର ହୋଇଥାନ୍ତି ଘରେ ଲାଲ ରଙ୍ଗର ପିମ୍ପୁଡି ଦେଖା ଦେବା ଅଶୁଭ ମାନଯାଏ , ଯେବେ କଳା ରଙ୍ଗର ପିମ୍ପୁଡି ଦେଖାଯାଏ ତାହାକୁ ଶୁଭ ମାନଯାଏ ଏହା ହାନି କାରକ ମଧ୍ୟ ନୁହନ୍ତି ଜୋତିଷ ଶାସ୍ତ୍ର ଅନୁସାରେ କଳା ରଙ୍ଗର ପିମ୍ପୁଡିକୁ ମାତା ଲକ୍ଷ୍ମୀ ଙ୍କର ରୂପ ମାନାଜାଇ ଥାଏ ଘରେ ଯଦି ଅଚାନକ କଳା ରଙ୍ଗର ପିମ୍ପୁଡି ଗୋଲ ଆକାରରେ ବୁଲୁ ଥିବାର ଦେଖା ଦେଇଥାଏ ତ ଏହା ବହୁତ ଶୁଭ ସଙ୍କେତ ମାନାଜାଇ ଥାଏ , ଏହା ମାତା ଲକ୍ଷ୍ମୀଙ୍କର ଘରକୁ ଆସିବାର ସଙ୍କେତ ହୋଇଥାଏ ଏଥିପାଇଁ କଳା ପିମ୍ପୁଡି ଦେଖା ଦେଲେ ତ ତାଙ୍କ ଉପରେ ହଳଦୀ କୁକୁମ ଚଢାନ୍ତୁ ଏବଂ ପ୍ରଣାମ କରନ୍ତୁ ତାଙ୍କୁ ଖାଇବାକୁ ଅଟା କିମ୍ବା ଚିନି ଦିଅନ୍ତୁ , ଏମିତି କରିବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିଥାଏ ଏବଂ ଘରେ ଧନର ବୃଦ୍ଧି ହୋଇଥାଏ ।
ସେହିପରି ଘରେ ଯଦି ହଟାତ୍ ତିନଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖା ଦିଅନ୍ତିୁ ତେବେ ଏହାକୁ ବହୁତ ଶୁଭ ମାନାଯାଏ ଏହା ମାତା ଲକ୍ଷ୍ମୀଙ୍କର ଆଗମନର ସଂକେତ ହୋଇଥାଏ । ସେହିପରି ଯଦି ଆପଣଙ୍କ ଘରେ କେଉଁ ଚଢ଼େଇ ଆସି ବସା ବନାଏ ତ ଏହାକୁ ବହୁତ ଶୁଭ ସଂକେତ ମାନାଯାଏ ଏହା ମାତା ଲକ୍ଷ୍ମୀଙ୍କର ଆଗମନର ସଂକେତ , ଏଥିପାଇଁ ଯଦି ଆପଣଙ୍କ ଘରେ କେଉଁ ଚଢ଼େଇ ବସା ବନାଏ ତ ଏହାକୁ ଭୁଲରେ ବି ଭାଙ୍ଗିବାକୁ ଚେଷ୍ଟା କରନ୍ତୁ ନାହିଁ କାରଣ ଆପଣଙ୍କ ଜୀବନରେ ଆସିବାକୁ ଥିବା ଏହା ଅପାର ଧନର ସଂକେତ । ସେହିପରି ମା ଲକ୍ଷ୍ମୀଙ୍କ ବାହନ ପେଚା ଦେଖା ଦେବା ଶୁଭ ସଙ୍କେତ ବୋଲି ମାନାଜାଇ ଥାଏ ।
ଏହା ପରେ ରହିଛି ସଙ୍ଖର ଧୋନୀ ଯଦି ଆପଣଙ୍କୁ ଦିନର କୌଣସି ସମୟରେ କିମ୍ବା ମକ୍ଷତହ ସକାଳ ଏବଂ ସନ୍ଧ୍ୟା ରେ ନିତୀ ସଙ୍ଖର ଧୋନୀ ସୁଣାଜାଇ ଥାଏ ତ ଏହା ଅତ୍ୟନ୍ତ ଶୁଭ ମାନାଜାଇ ଥାଏ , ଏହାର ଅର୍ଥ ଏହା ଅଟେକି ମା ଲକ୍ଷ୍ମୀ ଆପଣଙ୍କ ଉପରେ ପଶ୍ରନ୍ନ ଅଛନ୍ତି ଏବଂ ବହୁତ ଶିଘ୍ର ଆପଣଙ୍କ ଘରେ ଏବଂ ଜୀବନରେ ପ୍ରବେଶ କରିବାକୁ ଜାଉଛନ୍ତି ଯାହା ଦ୍ୱାରା ଆପଣଙ୍କର ଆର୍ଥିକ ସଙ୍କଟ ଦୂର ହୋଇକରି ଜୀବନରେ ସୁଖ ସମୃଦ୍ଧି ଆସିବାକୁ ଜାଉଛି ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ । ଧନ୍ୟବାଦ । ।
