ନବବର୍ଷରେ ଦିବ୍ୟାଙ୍ଗଙ୍କୁ ଭେଟି ଜଣାଇଲେ ଶୁଭେଚ୍ଛା
ଭୁବନେଶ୍ୱର : ଇଂରାଜୀ ନବ ବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବ୍ୟାଙ୍ଗ ଯୁବକଙ୍କୁ ଭେଟି ନୂଆବର୍ଷ ଶୁଭେଚ୍ଛା ନେବା ସହିତ ଅଭିନନ୍ଦନ ଜଣାଇଥିବା ଦେଖିବବାକୁ ମିଳିଛି । ଆଜି ନୂଆବର୍ଷରେ ନବୀନ ନିବାସରେ ନେତା ଓ ମନ୍ତ୍ରୀଙ୍କ ଭିଡ଼ ଭିତରେ ଜଣେ ଦିବ୍ୟାଙ୍ଗ ଯୁବକ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଂଚିଥିଲେ । ସେ ନବୀନ ନିବାସ ଭିତରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ଦି । ନବୀନ ନିଜେ ଆସି ଦିବ୍ୟାଙ୍ଗ ଯୁବକଙ୍କୁ ଭେଟିବା ସହ ଫୁଲତୋଡ଼ା ଗ୍ରହଣ କରିଥିଲେ ।
